ଭୁବନେଶ୍ୱର: ଧିରେ ଧିରେ ସ୍ପଷ୍ଟ ହେଉଛି ପୌର ନିର୍ବାଚନ ଫଳାଫଳ । ପଞ୍ଚାୟତ ଫଳାଫଳ ମଧ୍ୟରେ ପୌରରେ ଦୋହରାଇଛି ଶାସକ ବିଜେଡି । ନିର୍ବାଚନ ହୋଇଥିବା 106 ମ୍ୟୁନିସିପାଲିଟି/ ଏନ୍ଏସିରୁ ବିଜେଡି ଖାତକୁ ଯାଇଛି 74ଟି ଆସନ । ସେହିପରି ବିଜେପିକୁ ମିଳିଛି 16, କଂଗ୍ରେସକୁ 7 ଓ ଅନ୍ୟାନଙ୍କ 9 ଆସନ ମିଳିଛି । {image-odishamunicipalelection-1648297091.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ଆଫଗାନିସ୍ତାନ ବିପକ୍ଷ ପାଇଁ ଭାରତୀୟ ଟିମ୍ ଘୋଷଣା; ଜାଣନ୍ତୁ ବିରାଟ-ରୋହିତ ଖେଳିବେ କି ନାହିଁ
ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି