ଚଳିତ ବର୍ଷ ୨,୮୦,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ

ଭୁବନେଶ୍ୱର: ଚଳିତ ବର୍ଷ ୨,୮୦,୦୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ସମସ୍ତ କାର୍ଯ୍ୟକୁ ନିର୍ଦ୍ଦଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ଖସଡା ପ୍ରସ୍ତୁତ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ସେହିପରି ମୟୂରଭଞ୍ଜ ଜିଲ୍ଲା ଦେଓ ,ହଳଦିଆ ଡ୍ୟାମ୍, ଅନୁଗୋଳ ଜିଲ୍ଲାର ମଞ୍ଜୋର ସମ୍ପୁର୍ଣ୍ଣ କରିବା ନେଇ ଲକ୍ଷ ରହିଛି ବୋଲି ମନ୍ତ୍ରୀ ସୂଚନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia