କୋର୍ଟ ନୁହେଁ, ସିଧାସଳଖ BSF ହାତକୁ ଯିବେ ବାଂଲାଦେଶୀ ଅନୁପ୍ରବେଶକାରୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ଅଟକ ରଖାଯାଇଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଉ କୋର୍ଟରେ ହାଜର କରାଯିବ ନାହିଁ। ଏହା ବଦଳରେ ସେମାନଙ୍କୁ ସିଧାସଳଖ ସୀମା ସୁରକ୍ଷା ବଳ Bangladeshi infiltrator will go directly to BSF, not court