ଉତ୍ତରାଖଣ୍ଡ : ହରକ ସିଂହ ରାୱତଙ୍କ ଇସ୍ତଫା ପ୍ରଶ୍ନ ଉପରେ କହିଲେ ବିଜେପି ରାଜ୍ୟ ସଭାପତି – ‘ଅଲ୍ ଇଜ୍ ୱେଲ୍’

ଦେହରାଡୁନ୍ : ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ହରକ ସିଂହ ରାୱତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ରାୱତଙ୍କ ଅସନ୍ତୋଷ ଏବଂ ଇସ୍ତଫା ନେଇ ଉତ୍ତରାଖଣ୍ଡ ବିଜେପି ସଭାପତି ମଦନ କୌଶିକଙ୍କ ବିବୃତ୍ତି ଆସିଛି । ହରକ ସିଂହ ରାୱତଙ୍କ ଇସ୍ତଫା ସମ୍ପର୍କିତ ଖବରକୁ ମଦନ କୌଶିକ ଖଣ୍ଡନ କରିଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia