ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ କେରଳମ୍ ଏବଂ ତାମିଲନାଡ଼ୁର କିଛି ଅଞ୍ଚଳ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୌସୁମି ବୁଲେଟିନରେ ଏହା ସ୍ପଷ୍ଟ କରିଛି। ସାଧାରଣତଃ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ ଜୁନ ୧ରେ କେରଳମ୍ ଛୁଇଁଥାଏ।Monsoon to reach Kerala in 5 days
୫ ଦିନରେ କେରଳମ୍ ଛୁଇଁବ ମୌସୁମି


More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍
ସିଦ୍ଧରମେୟାଙ୍କ ଇସ୍ତଫା ଗୃହୀତ,୩ରେ ଶିବକୁମାରଙ୍କ ଶପଥ