ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ କଟକଣା ଓ ତୈଳ ସଙ୍କଟ ଭିତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ । ଏହି ଗସ୍ତ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ରୁବିଓ । କହିଛନ୍ତି, ଭାରତ ଯେତେ ଇନ୍ଧନ କିଣିବାକୁ ଚାହୁଁଛି ତାହା ଦେବାକୁ ଆମେରିକା ପ୍ରସ୍ତୁତ ଅଛି । ଭାରତକୁ ଭଲ ସହଯୋଗୀ ବୋଲି କହିଛନ୍ତି ରୁବିଓ ।US Secretary of State Marco Rubio to visit India amid Middle East crisis
ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଭାରତ ଗସ୍ତରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ


More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
୫ ଦିନରେ କେରଳମ୍ ଛୁଇଁବ ମୌସୁମି
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍