ଭୁବନେଶ୍ୱର-ପୁରୀ ଏନଏଚ ହେବ ୬ ଲେନ୍, ନିର୍ମାଣ ହେବ ହାଇ ସ୍ପିଡ଼ ଇଲେଭେଟେଡ଼ କରିଡର

ଭୁବନେଶ୍ୱର-ପୁରୀ ଏନଏଚ ହେବ ୬ ଲେନ୍ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ ଇଲେଭେଟେଡ କରିଡର। ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ। ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯାଇଛି।Bhubaneswar-Puri NH to be 6-lane, high-speed elevated corridor to be constructed