ପଶ୍ଚିମ ଏସିଆ ବିବାଦ ପରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦେଶରେ ପେଟ୍ରୋଲ ଡିଜେଲ ଦର୍ ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ତୈଳ ଦର ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪ ଟଙ୍କା ୭୭ ପଇସାରୁ ବୃଦ୍ଧି ପାଇ ୯୭ ଟଙ୍କା ୭୭ ପଇସାରେ ପହଞ୍ଚିଛି।Petrol and diesel prices increased by 3 rupees per liter across the country
ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର


More Stories
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ #ମୋଓଡ଼ିଶାକାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା
ସରକାରୀ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଇକୋନୋମିକ୍ ସେଲ୍ଫ-ଡିଫେନ୍ସ’ ମନ୍ତ୍ର, ଏଣିକି ନିଜ ଗାଡ଼ି ନୁହେଁ, ବସ୍ ଓ ମେଟ୍ରୋରେ ଯିବେ
ଜୁନ୍ ୨୧ରେ NEET (UG) 2026 ପୁନଃପରୀକ୍ଷା