ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି; ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ମନ୍ତ୍ରିପରିଷଦ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ। ସଂଧ୍ୟାରେ ବସିବ କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ବସିବ ମନ୍ତ୍ରିପରିଷଦ ବୈଠକ। ସେବା ତୀର୍ଥରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି। Modi calls important meeting; all ministers asked to stay in Delhi