ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ–କୋରାପୁଟ ଏକ୍ସପ୍ରେସ୍, ସପ୍ତାହରେ ତିନି ଦିନ ଚାଲିବ ଏହି ଟ୍ରେନ

ଖୁବ୍ ଶୀଘ୍ର ଚଳାଚଳ କରିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ୍ । ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ ପୁରୀ-କୋରାପୁଟ ଏକ୍ସପ୍ରେସ୍ । ସପ୍ତାହରେ ତିନି ଦିନ ଚାଲିବାକୁ ଥିବା ଏହି ଟ୍ରେନ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହ ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କ ପାଇଁ ଯାତାୟାତକୁ ସହଜ କରିବ ।New Puri-Koraput Express to run soon, this train will run three days a week