ଭୁବେନେଶ୍ୱର:ଖାଦ୍ୟ ଓ ସୁରକ୍ଷା ଯୋଜନାରେ ଓଡ଼ିଶା ରହିଛି ପ୍ରଥମ ସ୍ଥାନରେ ।ଅନେକ ରାଜ୍ୟକୁ ପଛରେ ପକାଇ ସବୁଠୁ ଅଧିକ ବା ଏକ ନମ୍ବରରେ ରହିଛି ଓଡ଼ିଶା । ତେବେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟର ଯୋଜନାକୁ ମଡେଲ ଭାବେ ଗ୍ରହଣ କରାଯାଇଛି । ଏହା ସହ ରାଜ୍ୟ ପ୍ରତ୍ୟକ ଯୋଜନାର ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଯୋଜନା କରାଯାଇଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ–କୋରାପୁଟ ଏକ୍ସପ୍ରେସ୍, ସପ୍ତାହରେ ତିନି ଦିନ ଚାଲିବ ଏହି ଟ୍ରେନ
ଶେଷ ହେଲା ସବୁ ସସପେନ୍ସ ; କେରଳର ନୂଆ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ
ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଭିସିରେ ଯୋଡ଼ିହେବେ ସବୁ ଏସ୍ପି