ଓମିକ୍ରନ ମୁକାବିଲା: ସମସ୍ତ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଓମିକ୍ରନର ସଂକ୍ରମଣହାର ଅଧିକ ହୋଇଥିବାରୁ ସମସ୍ତେ ଶିଘ୍ର ଟିକା ନେବା ଜରୁରୀ ବୋଲି କହିଲେ ମୁଖ୍ୟ ଶାସନ ସଚିବ।  ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ, ଗ୍ରାମୱାରୀ ଟିକାକରଣ-ସୂଚୀ ଆଗୁଆ ଗ୍ରାମମାନଙ୍କୁ ଜଣାଇବାପାଇଁ ପରାମର୍ଶ। ଦୈନିକ ୭୦,୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia