ଆବଶ୍ୟକ ହେଲେ ପୁଣି ଥରେ ଆକ୍ରମଣ କରିବୁ : ଚେତାବନୀ ଦେଲା ଇସ୍ରାଏଲ

ଇସ୍ରାଏଲ ସେନା ମୁଖ୍ୟ ଜେନେରାଲ ଆୟଲ ଜମିର ଉତ୍ତର କମାଣ୍ଡରେ ଏକ ସୁରକ୍ଷା ସମୀକ୍ଷା ସମୟରେ କହିଛନ୍ତି ଯେ, ଆବଶ୍ୟକ ହେଲେ ସେନା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ବିବୃତି ଏପରି ଏକ ସମୟରେ ଆସିଛି Will attack again if necessary: ​​Israel warns